Author: Purva Paksha

ଓଡ଼ିଶାରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଗଠନ ହେବା ସ୍ପଷ୍ଟ ଅନୁଭବ ହେଲା। ଓଡ଼ିଆରେ ଲୋକଙ୍କ ସହ କଥା ହେବା, ଓଡ଼ିଆଙ୍କ ଉତ୍ସବରେ ମୁଖ୍ୟମନ୍ତ୍ରୀ ସସ୍ତ୍ରୀକ ସାମିଲ ହେବା ଏବଂ ଓଡ଼ିଆଙ୍କ ଖାଦ୍ୟକୁ ଓଡ଼ିଆଙ୍କ ଭଳି ପ୍ରୋତ୍ସାହିତ କରିବା ପ୍ରଭୃତି ବିଶ୍ୱ ଦେଖିଲା। ସଂକ୍ଷେପରେ କହିଲେ ଦୀର୍ଘଦିନ ହେଲା ଓଡ଼ିଆ ପରମ୍ପରାରେ ଯେଉଁ ପଶ୍ଚିମୀ ଛାପ ଦେଖିବାକୁ ମିଳୁଥିଲା ତାହା ଦୂରେଇଲା। କିନ୍ତୁ ଏହି ସାଧାରଣ ଲୋକଙ୍କ ସରକାରକୁ ଏବେ ଆନ୍ତର୍ଜାତିକ ଅଭିଯୋଗ ଆସି ପହଞ୍ଚିଛି। ତାହା ହେଲା ଓଡ଼ିଶାରେ ନାରୀ ସୁରକ୍ଷିତ ନୁହଁନ୍ତି। ଓଡ଼ିଶା ଏକ ଗଣଧର୍ଷଣକାରୀ ରାଜ୍ୟ। ଏଠାରେ ବଳାତ୍କାର, ହିଂସା ଓ ଆତଙ୍କବାଦ ଭଳି ଅପରାଧ ବଢ଼ି ଚାଲିଛି। ଓଡ଼ିଶାର ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଏହି ମନ୍ତବ୍ୟଦ୍ୱାରା ଅନେକ ଆଘାତ ପାଇଛି। ତଥାପି ଆମ ମୁଖ୍ୟମନ୍ତ୍ରୀ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି, କାହିଁକି? ‘ଓଡ଼ିଶା କ’ଣ ଏକ…

Read More