Author: Purva Paksha

ଏକଦା ନରେନ୍ଦ୍ର ମୋଦୀଙ୍କୁ ନେଇ ‘ରାଜ ଧର୍ମ’ ପାଳନ ଶବ୍ଦଟି ଭାରି ଚର୍ଚ୍ଚିତ ହୋଇଥିଲା। ଗୁଜରାଟ ଦଙ୍ଗା ପରବର୍ତ୍ତୀ ସମୟର ସେହି ଚର୍ଚ୍ଚା ଥିଲା। ଏହି ଶବ୍ଦର ନାୟକ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ସର୍ବାଦୃତ ଜନନେତା ଅଟଳ ବିହାରୀ ବାଜପେୟୀ। ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କୁ ସେ ରାଜଧର୍ମ ପାଳନ ଲାଗି ପରାମର୍ଶ ଦେଇଥିଲେ। ଆଜି କିନ୍ତୁ ସେ ଚର୍ଚ୍ଚା ନାହିଁ। ହେଲେ ଓଡ଼ିଶାରେ ତାଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଦେଖିଲେ ଜଣାପଡ଼ୁଛି ମୋଦୀ ‘ରାଜ ଧର୍ମ’ ଅପେକ୍ଷା ‘ରାଜକ୍ଷମା’ରେ ଅଧିକ ବିଶ୍ୱାସ କରୁଛନ୍ତି। କିନ୍ତୁ ଏ ରାଜକ୍ଷମା ସ୍ୱତଃ ରହିଛି ନା କିଛି ପୂର୍ବ ପ୍ରତିବଦ୍ଧତା ଓ ବାଧ୍ୟତାମୂଳକ ହିସାବ କିତାବ? ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଭୂଇଁ। ଏଠାକୁ ଯିଏ ଆସିଛି ଶରଣ ଯାଇଛି। ପରିବର୍ତ୍ତିତ ହୋଇଛି ବା ରୂପାନ୍ତରିତ ହୋଇଛି। ସେ ଯେ କୌଣସି ସମ୍ପ୍ରଦାୟ ବା ଧର୍ମର ହୋଇଥାଉ ନା କାହିଁକି ଥରେ ଶ୍ରୀ ଜଗନ୍ନାଥଙ୍କ…

Read More