Author: Purva Paksha

Share Market Crash: ଆଜି ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଶୁକ୍ରବାର ଏହା ୮୫.୯୬ରେ ବନ୍ଦ ହୋଇଥିବାବେଳେ ଆଜି ଏହା ସର୍ବକାଳୀନ ସର୍ବନିମ୍ନ ସ୍ତର ୮୬.୩୧ରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ ଏହି ସ୍ତରକୁ ଖସିଆସିଛି । ସେପଟେ ଘରୋଇ ଷ୍ଟକ ବଜାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି। • ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତର ୮୬.୩୧ରେ ପହଞ୍ଚିଛି • ସେନ୍ସେକ୍ସ ୮୦୦ ପଏଣ୍ଟତଳକୁ ଖସିଲା • ଏହି ହ୍ରାସ ଯୋଗୁଁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ଭାରତୀୟ ଟଙ୍କାର ହ୍ରାସ ଥମିବାର ନାଁ ନେଉନାହିଁ। ଆଜି ପ୍ରାରମ୍ଭିକ କାରବାରରେ ଡଲାର ତୁଳନାରେ ଏହା ୮୬ ଉପରକୁ ଖସିଆସିଛି। ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ ଏହି ସ୍ତରକୁ ଖସିଆସିଛି। ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୨୭ ପଇସା ହ୍ରାସ ପାଇ ସର୍ବକାଳୀନ ସର୍ବନିମ୍ନ ସ୍ତର…

Read More