Author: Purva Paksha

Most accident deaths: ନିକଟରେ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଭାରତରେ ସଡ଼କ ଦୁର୍ଘଟଣା-୨୦୨୨ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାର ତଥ୍ୟ ଆଶ୍ଚର୍ଯ୍ୟଜନକ। ୨୦୧୮ରୁ ୨୦୨୨ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେତେ ଦୁର୍ଘଟଣା ଘଟିଛି ତାହାର ସମ୍ପୂର୍ଣ୍ଣ ହିସାବ ଏହି ରିପୋର୍ଟରେ ଦିଆଯାଇଛି। ନିକଟରେ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଭାରତରେ ସଡ଼କ ଦୁର୍ଘଟଣା-୨୦୨୨ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାର ତଥ୍ୟ ଆଶ୍ଚର୍ଯ୍ୟଜନକ। ୨୦୧୮ରୁ ୨୦୨୨ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେତେ ଦୁର୍ଘଟଣା ଘଟିଛି ତାହାର ସମ୍ପୂର୍ଣ୍ଣ ହିସାବ ଏହି ରିପୋର୍ଟରେ ଦିଆଯାଇଛି। ଶୀତଦିନେ କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଇବା ବିପଜ୍ଜନକ ହୋଇପଡ଼େ। ସାରାଦେଶରେ ଦୁର୍ଘଟଣା ବଢିବାରେ ଲାଗିଛି । କୁହୁଡ଼ି ଭିତରେ ଗାଡ଼ି ଚାଳକଙ୍କୁ ସତର୍କ କରାଇବା ପାଇଁ ସଡ଼କ ସୁରକ୍ଷା ସପ୍ତାହର ଆୟୋଜନ କରାଯାଇଛି। ଏହି ସମୟରେ ଲୋକମାନେ ଦୁଇଚକିଆ…

Read More