Author: Purva Paksha

Why is Shastri’s death still shrouded in mystery? : ତାସକନ୍ଦ। ୧୧ ଜାନୁଆରୀ ୧୯୬୬। ରାତି ୧.୩୨। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ହଠାତ୍ ହୃଦ୍‍ଘାତରେ ମୃତ୍ୟୁ ଘଟିଥିଲା। ଭାରତ-ପାକିସ୍ତାନ ଯୁଦ୍ଧ ପରେ ସେ ଚୁକ୍ତି ସ୍ୱାକ୍ଷର କରିବାକୁ ସେଠାକୁ ଯାଇଥିଲେ। ଏହି ମୃତ୍ୟୁକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି। ମୃତ୍ୟୁ ରାତିର ୩ରୁ୪ ଘଣ୍ଟା ମଧ୍ୟରେ ତାଙ୍କ ସହ କ’ଣ ଘଟିଥିଲା? ତାସକନ୍ଦରେ ଶାସ୍ତ୍ରୀଙ୍କ ହଠାତ୍ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ଏହାକୁ ନେଇ ଏବେବି ଅନେକ ପ୍ରଶ୍ନ ଉଠୁଛି। ଆଜି ବି ଅଧିକାଂଶ ଲୋକ ହୃଦୟସ୍ପନ୍ଦନ କାରଣରୁ ତାଙ୍କର ମୃତ୍ୟୁ ସ୍ୱାଭାବିକ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ବାସ୍ତବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ତାସକନ୍ଦ ଚୁକ୍ତି ପାଇଁ ସୋଭିଏତ ୟୁନିୟନର ସହର ତାସକନ୍ଦ ଯାଇଥିଲେ। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ସେ ପାକିସ୍ତାନ ରାଷ୍ଟ୍ରପତି ଆୟୁବ…

Read More