What's Hot
Author: Purva Paksha
ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ବାଟବଣା; ରାଜ୍ୟର ମାତ୍ର ୩.୯ ପ୍ରତିଶତ ସରକାରୀ ବିଦ୍ୟାଳୟରେ ଡିଜିଟାଲ ଉପକରଣ
NEP-2020: ଶିକ୍ଷା ମନ୍ତ୍ରାଳୟର ୨୦୨୩-୨୪ ର ୟୁଡିଏସଇ+ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ବ୍ୟବହାର ପାଇଁ ତାଲିମ ଦିଆଯାଇଛି। ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ରେ ଡିଜିଟାଲ ସାକ୍ଷରତାକୁ ଅତ୍ୟାବଶ୍ୟକ ବୋଲି ଦର୍ଶାଯାଇଥିବା ସତ୍ତ୍ୱେ ଓଡ଼ିଶା ଡିଜିଟାଲ ଶିକ୍ଷାକ୍ଷେତ୍ରରେ ଆହ୍ୱାନର ସମ୍ମୁଖୀନ ହୋଇଛି। ଶିକ୍ଷା ମନ୍ତ୍ରାଳୟର ୨୦୨୩-୨୪ ର ୟୁଡିଏସଇ+ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ବ୍ୟବହାର ପାଇଁ ତାଲିମ ଦିଆଯାଇଛି। ଘରୋଇ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ପ୍ରତିଶତ ଅଧିକ ରହିଛି। ଓଡ଼ିଶାର ୩ ଲକ୍ଷ ୩୫ ହଜାର ଶିକ୍ଷକଙ୍କ ମଧ୍ୟରୁ ୩୩.୩ ପ୍ରତିଶତ କମ୍ପ୍ୟୁଟର ଭିତ୍ତିକ ଶିକ୍ଷାଦାନରେ ଦକ୍ଷ। ଏହି ତାଲିମପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ୩୪.୭ ପ୍ରତିଶତ ମହିଳା ଓ ୩୨.୫ ପ୍ରତିଶତ ପୁରୁଷ ଅଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଉତ୍ସର୍ଗୀକୃତ କମ୍ପ୍ୟୁଟର ଶିକ୍ଷକଙ୍କ ଅଭାବ ରହିଛି ଏବଂ କେତେକ ଅନୁଷ୍ଠାନରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ…
