Author: Purva Paksha

Waqf claim in Prayagraj kumbh land: ମୌଲାନା ଶାହାବୁଦ୍ଦିନ ଦାବି କରିଛନ୍ତି ଯେ ପ୍ରୟାଗରାଜ କୁମ୍ଭରେ ୱାକଫ୍‍ ଜମି ଅଛି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କେବଳ ଜଣେ ଜମି ମାଫିଆ ହିଁ ଏଭଳି କାମ କରିପାରିବେ। କ’ଣ ୱାକଫ୍ ପ୍ରକୃତରେ କେଉଁଠି ଜମି ଦାବି କରିପାରିବ? ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥ ଓ୍ଵାକଫ୍ ବୋର୍ଡକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଭଳି କାର୍ଯ୍ୟ କେବଳ ଜମି ମାଫିଆହିଁ କରିପାରିବେ ବୋଲି ସେ କହିଛନ୍ତି। ଓ୍ଵାକଫ୍ ବୋର୍ଡକୁ ଜମି ମାଫିଆ ବୋର୍ଡରେ ପରିଣତ କରନ୍ତୁ ନାହିଁ, ଏହାକୁ ଓ୍ଵାକଫ୍ ବୋର୍ଡଭାବେ ରହିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି। ନିକଟରେ ମୌଲାନା ଶାହାବୁଦ୍ଦିନ ବରେଲଭି ଦାବି କରିଥିଲେ ଯେ ପ୍ରୟାଗରାଜରେ ମହାକୁମ୍ଭ ୱାକଫ୍ ଜମିରେ ଅନୁଷ୍ଠିତ ହେଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ୱାକଫ୍ ବୋର୍ଡ କ’ଣ ଯେଉଁଠି ଚାହିଁବ ସେଇଠି ଜମି ଦଖଲ କରିପାରିବ?  ଜାଣନ୍ତୁ ଏହାକୁ ନେଇ କ’ଣ କହୁଛି ନିୟମ।…

Read More