What's Hot
Author: Purva Paksha
Jaishankar to attend Trump’s swearing-in ceremony: ଜୟଶଙ୍କରଙ୍କ ଉପସ୍ଥିତି ପାଇଁ ଟ୍ରମ୍ପ-ଭାନ୍ସ ଉଦଘାଟନୀ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଆଗାମୀ ଆମେରିକା ପ୍ରଶାସନର କାର୍ଯ୍ୟକାଳ ଆରମ୍ଭ ହେଉଥିବାରୁ ଏହି ଗସ୍ତ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାନୁଆରୀ ୨୦ରେ ହେବାକୁ ଥିବା ସମାରୋହ, ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ଆମେରିକାର ନୂଆ ପ୍ରଶାସନ ଓ ବିଶ୍ୱନେତାଙ୍କୁ ଭେଟିବେ ଜୟଶଙ୍କର ଆମେରିକାର ୪୭ତମ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରୁଥିବା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର। ୨୦୨୫ ଜାନୁଆରି ୨୦ତାରିଖରେ ଏହି ସମାରୋହ ଅନୁଷ୍ଠିତ ହେବ। ଜୟଶଙ୍କରଙ୍କ ଉପସ୍ଥିତି ପାଇଁ ଟ୍ରମ୍ପ-ଭାନ୍ସ ଉଦଘାଟନୀ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଆଗାମୀ ଆମେରିକା ପ୍ରଶାସନ…
