Author: Purva Paksha

Mahakumbha-2025: ‘ମସଣି ଗୋରଖ, ବଟୁକ ଭୈରବ, ରାଘବ, ମାଧବ, ସର୍ବେଶ୍ୱରୀ, ଜଗଦୀଶେଶ୍ୱରୀ ବା ଜଗଦୀଶ…’, ଯେତେବେଳେ କୁମ୍ଭକୁ ଆସିଥିବା ଏହି ସନ୍ନ୍ୟାସୀଙ୍କୁ ତାଙ୍କ ନାମ ପଚରାଗଲା, ସେ କହିଲେ ଯେ ଏଗୁଡ଼ିକ ମୋର ନାମ, ଯାହା ମୁଁ କହିବି। ଆଇଆଇଟି ମୁମ୍ବାଇର ଏହି ଏରୋସ୍ପେସ୍ ଇଞ୍ଜିନିୟରଙ୍କ କାହାଣୀ ଯେତିକି ଉତ୍‍ଥାନ-ପତନରେ ଭରି ରହିଛି, ସେତିକି ରହସ୍ୟମୟ। କୋଟି କୋଟି ଟଙ୍କାର ପ୍ୟାକେଜ୍ ଓ କର୍ପୋରେଟ୍ ଜଗତର ଆକର୍ଷଣ ଛାଡ଼ି ପ୍ରୟାଗରାଜର ବାଲିରେ କ’ଣ କରୁଛନ୍ତି ଏହି ଯୁବ ଯୋଗୀ? ପ୍ରୟାଗରାଜରେ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି ମହାକୁମ୍ଭ। ମହାକୁମ୍ଭରେ ଲାଗିଛି ସାଧୁସନ୍ଥଙ୍କ ସହିତ ଶ୍ରଦ୍ଧାଳୁଙ୍କ ଭିଡ଼। ସଙ୍ଗମ ସ୍ଥଳରେ ଏକତ୍ରିତ ହୋଇଥିବା ସାଧୁ ସନ୍ଥଙ୍କର ରହିଛି କିଛି ନିଆରା କାହାଣୀ। ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଜଣେ ଆଇଆଇଟି ବାବାଙ୍କ କହାଣୀ। ଯିଏକି ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଭଲ ପ୍ୟାକେଜର ଚାକିରୀ…

Read More