Author: Purva Paksha

North Korea Soilders: ରୁଷରେ ୟୁକ୍ରେନ୍ ବିରୋଧରେ ଲଢ଼ୁଥିବା ଉତ୍ତର କୋରିଆର ସୈନିକମାନଙ୍କୁ ମଧ୍ୟ କାମିକାଜେ ଭୂମିକାରେ ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ରୁଷୀୟ ସେନା ସହ ଭୟଙ୍କର ସଂଘର୍ଷ ପରେ ୟୁକ୍ରେନର ସ୍ପେଶାଲ ଫୋର୍ସ କୁର୍ସ୍କ ଅଞ୍ଚଳର ବରଫଅଞ୍ଚଳରେ ମୃତଦେହ ଖୋଜୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ବାୟୁସେନାର ପାଇଲଟମାନେ ସିଧାସଳଖ ଶତ୍ରୁ ଜାହାଜ ସହିତ ନିଜ ବିମାନକୁ ଧକ୍କା କରୁଥିଲେ। ଏହି ଆତ୍ମଘାତୀ ପାଇଲଟମାନେ ‘କାମିକାଜେ’ ନାମରେ ପରିଚିତ ହୋଇଥିଲେ। ରୁଷରେ ୟୁକ୍ରେନ୍ ବିରୋଧରେ ଲଢ଼ୁଥିବା ଉତ୍ତର କୋରିଆର ସୈନିକମାନଙ୍କୁ ମଧ୍ୟ କାମିକାଜେ ଭୂମିକାରେ ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ରୁଷୀୟ ସେନା ସହ ଭୟଙ୍କର ସଂଘର୍ଷ ପରେ ୟୁକ୍ରେନର ସ୍ପେଶାଲ ଫୋର୍ସ କୁର୍ସ୍କ ଅଞ୍ଚଳର ବରଫଅଞ୍ଚଳରେ ମୃତଦେହ ଖୋଜୁଥିଲେ। ଏହି ସମୟରେ ସେମାନେ ଉତ୍ତର କୋରିଆର ଏକ ଡଜନରୁ ଅଧିକ ଶତ୍ରୁଙ୍କ ମୃତଦେହ ପାଇଥିଲେ। ଏହି ସମୟରେ ସେ ଜଣେ ଜୀବନ୍ତ ସୈନିକଙ୍କୁ ପାଇଥିଲେ। ୟୁକ୍ରେନର ସୈନିକମାନେ…

Read More