Author: Purva Paksha

Los Angeles fires: ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି। ନିଆଁ ଲିଭାଇବା ପାଇଁ ଆମେରିକା ଶହ ଶହ ହେଲିକପ୍ଟର ମୁତୟନ କରିଛି। ଜଙ୍ଗଲ ପାଖରେ ଏକ ସମୁଦ୍ର ଅଛି ଏବଂ ହେଲିକପ୍ଟର ସେଠାରୁ ପାଣି ଆଣି ନିଆଁରେ ଢାଳିବାରେ ଲାଗିଛି। ତଥାପି ପ୍ରତ୍ୟେକ ପ୍ରୟାସ ବିଫଳ ସାବ୍ୟସ୍ତ ହେଉଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଏଠାରେ ନିଆଁ ଲିଭାଇବା ପାଇଁ କୃତ୍ରିମ ବର୍ଷା କାହିଁକି ହେଉନାହିଁ? ଜାଣନ୍ତୁ ଏହାର ଉତ୍ତର… ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି। ଏବେ ଏହା ଦକ୍ଷିଣ କାଲିଫର୍ଣ୍ଣିଆକୁ ମଧ୍ୟ କବଳିତ କରିଛି। ନିଆଁର ଆଁରେ ଘରଦ୍ୱାର,ଜଙ୍ଗଲ ସବୁକିଛି ଜଳିଯାଇଛି। ୩୦ ପାଖାପାଖି ଲୋକଙ୍କ ଜୀବନ ନେଇଛି ଏହି ବନାଗ୍ନୀ। ନିଆଁ ଲିଭାଇବା ପାଇଁ ଆମେରିକା ଶହ ଶହ ହେଲିକପ୍ଟର ମୁତୟନ କରିଛି। ଜଙ୍ଗଲ ପାଖରେ ସମୁଦ୍ର ଅଛି ଏବଂ ହେଲିକପ୍ଟର ସେଠାରୁ ପାଣି ଆଣି ନିଆଁରେ…

Read More