Author: Purva Paksha

Bihar Politics: ୨୦୨୪ ଭଳି ବିହାର ରାଜନୀତିରେ ୨୦୨୫ର ଚୁଡ଼ା-ଦହି ଭୋଜି ଏକ ନୂଆ କାହାଣୀ ଲେଖିବାକୁ ଯାଉଛି କି? ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରି ଦୂରେଇ ଯାଇଥିବା ଚିରାଗ ପାଶୱାନ ଏଥର ନୂଆ ଖେଳ ଖେଳୁଛନ୍ତି କି? ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ବନ୍ଧୁତା ଓ ଶତ୍ରୁତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚିରାଗ ପାସୱାନ ଏବଂ ନୀତିଶ କୁମାରଙ୍କ ମଧ୍ୟରେ ଦୂରତା ସର୍ବଦା ଏନଡିଏ ପାଇଁ ଜଞ୍ଜାଳ ହୋଇ ଆସିଛି। ବିହାରରେ ନିର୍ବାଚନକୁ ଆଉ ୮ରୁ ୯ ମାସ ବାକି ରହିଛି। କିନ୍ତୁ ପୁଣିଥରେ ଉଭୟଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ଆସୁଛି। ପ୍ରକୃତରେ ଚିରାଗ ପାସୱାନ ମକର ସଂକ୍ରାନ୍ତି ଅବସରରେ ନୀତିଶ କୁମାରଙ୍କୁ ଚୁଡ଼ା-ଦହି ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ନୀତିଶ କୁମାର ଏଲଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚିରାଗ ପାସୱାନ ଗାଏବ ଥିବା ଜଣାପଡ଼ିଥିଲା। ଚିରାଗଙ୍କ…

Read More