Author: Purva Paksha

Pataudi kingdom: ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ମରାଠାମାନଙ୍କ ମଧ୍ୟରେ ଦ୍ୱିତୀୟ ଯୁଦ୍ଧ ହୋଇଥିଲା, ଫୈଜ ଖାନ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ। ଏହି ଯୁଦ୍ଧରେ ଇଂରେଜମାନେ ମରାଠାମାନଙ୍କ ଉପରେ ବିଜୟ ଲାଭ କରିଥିଲେ। ପୁରସ୍କାରସ୍ୱରୂପ ପଟୌଦି ରାଜ୍ୟ ପ୍ରତିଷ୍ଠା କରାଯାଇ ଫୈଜ ଖାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ତାଙ୍କ ବଂଶଧରମାନେ ୧୯୪୯ ପର୍ଯ୍ୟନ୍ତ ପଟୌଦିରେ ଶାସନ କରିଥିଲେ। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପ୍ରବେଶ କରି ଜଣେ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିବାର ୩ ଦିନ ହୋଇଗଲାଣି। ଗୁରୁତର ଆହତ ହୋଇଥିବା ୫୪ ବର୍ଷୀୟ ସୈଫ ଅସ୍ତ୍ରୋପଚାର ପରେ ବିପଦମୁକ୍ତ ଅଛନ୍ତି। ଏସବୁ ଭିତରେ ସୈଫ୍ ଅଲ୍ଲୀଙ୍କ ପରିବାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଜାଣିବା ସୈଫଙ୍କ ପରିବାର କାହାଠାରୁ ପଟୌଦି ରାଜ୍ୟ ପାଇଥିଲେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଇତିହାସ କ’ଣ? ଯଦିଓ ଦେଶରେ ନବାବ ଏବଂ ରାଜା-ମହାରାଜାମାନଙ୍କର ଆଉ ରାଜୁତି…

Read More