Author: Samir Rout

The Only American Who Fought For India’s Independenceଭାରତର ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିଥିବା ଏକମାତ୍ର ଆମେରିକୀୟଙ୍କ ବିଷୟରେ ଆସନ୍ତୁ କିଛି ଜାଣିବା। ଏହି ଆମେରିକୀୟଙ୍କ ନାମ ସାମୁଏଲ ଷ୍ଟୋକ୍ସ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ପ୍ରଭାବିତ ହୋଇ ଫିଲାଡେଲଫିଆରେ ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସେ ଭାରତ ଆସିଥିଲେ। ପାଶ୍ଚାତ୍ୟ ପଦ୍ଧତି ତ୍ୟାଗ କରି ସେ ଖଦି ଗ୍ରହଣ କଲେ, ସ୍ଥାନୀୟ ଭାଷା ଶିଖିଲେ, ବ୍ରିଟିଶ ଅତ୍ୟାଚାର ସହ ଲଢ଼ିଲେ ଏବଂ ହିମାଚଳକୁ ସେଓ ଚାଷ ଶିଖାଇଥିଲେ। ଦେଶଦ୍ରୋହ ଅଭିଯୋଗରେ ଜେଲ ଦଣ୍ଡ ଭୋଗିଥିବା ଏହି ଆମେରିକୀୟଙ୍କ ବଳିଦାନ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ଭାରତ ଆସିଥିଲେ ଭାରତକୁ ଆପଣେଇ ନେଇଥିଲେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଓ ଆମେରିକା ଫେରିନଥିଲେ ଅସହଯୋେଗ ଆନ୍ଦୋଳନରେ ଯୋଗ ଦେଇଥିଲେ ତାଙ୍କଠୁ ଆରମ୍ଭ ହିମାଚଳି ସେଓ ଯେତେବେଳେ ଆମେ ସ୍ୱାଧୀନତା ବିଷୟରେ ଆଲୋଚନା କରୁ, ପ୍ରଥମ…

Read More