Author: Samir Rout

Ashwin retires ଅଷ୍ଟ୍ରେଲିଆ ଗସ୍ତ ମଝିରୁ ଅଶ୍ୱିନଙ୍କ ଅବସର ସମସ୍ତ  ଚକିତ କରିଛି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଆର ଅଶ୍ୱିନ ହଠାଥ୍‍ ତାଙ୍କ ଗୌରବମୟ କ୍ୟାରିୟରକୁ ଅଲ୍‍ବିଦା କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୧୪ବର୍ଷର ଗୌରବମୟ କ୍ୟାରିୟର ଆଜି ଅଶ୍ୱିନଙ୍କୁ ଭାରତର କିମ୍ବଦନ୍ତୀ ବୋଲର ଭାବେ କରିଣତ କରିଛି। ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସେ କାହିଁକି ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ତାହା ଉପରେ ଆମେ ନଜର ପକାଇବା । ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶେଷ ହେବା ସହ ଆର ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ସାହସିକ ନିଷ୍ପତ୍ତି ନେଇଛନ୍ତି। ୧୦୬ ଟେଷ୍ଟ ଖେଳି ୫୩୭ ୱିକେଟ୍ ନେବା ସହ ୬ ଶତକ ଓ ୧୪ ଅର୍ଦ୍ଧଶତକ ବଳରେ ମୋଟ ୩୫୦୩ ରନ୍ କରିଥିବା ଅଶ୍ୱିନ୍ ସର୍ବକାଳୀନ ଶ୍ରଷ୍ଠ ଅଲ୍‍ରାଉଣ୍ଡରଙ୍କ ମଧ୍ୟରେ ଅନ୍ୟତମ । ବୋଧହୁଏ ଏହି କାରଣରୁ ତାଙ୍କ ଅବସର ନିଷ୍ପତ୍ତି ପ୍ରଶଂସକ ଏବଂ କ୍ରିକେଟ୍‍…

Read More