Author: Samir Rout

ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଏହି ୩ ଖେଳାଳି ମଧ୍ୟ ଅବସର ନେଇପାରନ୍ତି ଭାରତୀୟ କ୍ରିକେଟ୍ ଦଳ ଏବେ ଏକ ପରିବର୍ତ୍ତନ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ଡ୍ର ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍ ଅବସର ନେଇ ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଦଳରେ ଆଉ କିଛି ସିନିୟର ଖେଳାଳି ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି। ଆମେ ଆପଣଙ୍କୁ ସେହି ୩ ଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ଓ ଯେକୌଣସି ସମୟରେ ଅବସର ଘୋଷଣା କରିପାରିବେ । ରୋହିତ ଶର୍ମା ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଯେକୌଣସି ସମୟରେ ଅବସର ଘୋଷଣା କରିପାରନ୍ତି। ୩୭ ବର୍ଷୀୟ ରୋହିତ ଟେଷ୍ଟରେ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ବଡ଼ ଇନିଂସ ଖେଳିବାରେ…

Read More