Author: Samir Rout

India’s Oldest hotel: ଯଦି ଆପଣଙ୍କୁ କିଛି ଦିନ ପାଇଁ କୌଣସି କାମରେ ଅନ୍ୟ ସହରକୁ ଯିବାକୁ ପଡ଼େ, କିମ୍ବା ଅବସର ବିନୋଦନ ପାଇଁ ଯାତ୍ରା କରିବାକୁ ହୁଏ, ତେବେ ଆପଣ ପ୍ରଥମେ ସହି ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରିବେ। ସେଠାରେ ସୁରକ୍ଷିତ ଭାବେ ରହିବା, ସୁସ୍ୱାଦୁ ଖାଦ୍ୟ ଖାଇବା କଥା ଚିନ୍ତା କରିବେ। ପରିବାର ସହ ଭ୍ରମଣରେ ବାହାରିଲେ ପ୍ରଥମେ ଉପଯୁକ୍ତ ଅବସ୍ଥାନ ଖୋଜା ହେବ। କୌଣସି ସ୍ଥାନକୁ ଗଲେ ସେଠାରେ ଏକ ଭଲ ହୋଟେଲ ଖୋଜିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଏକ ଭଲ ହୋଟେଲ ଆପଣଙ୍କ ଯାତ୍ରାକୁ ଆନନ୍ଦଦାୟକ ଏବଂ ସ୍ମରଣୀୟ କରିଥାଏ । କିନ୍ତୁ ଆପଣମାନେ ଜାଣନ୍ତି, ଆମ ଦେଶରେ ପ୍ରଥମେ କେଉଁଠି ହୋଟେଲ ଖୋଲିଥିଲା? ୧୮୬ ବର୍ଷ ତଳେ ଖୋଲିଥିଲା ଏହି ହୋଟେଲ ଆଜିବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏକଦା କେବଳ ଇଂରେଜଙ୍କ ପାଇଁ ଥିଲା ଅନୁମତି ନେହରୁ ପରିବାରଙ୍କ ଅବସର ବିନୋଦନର ପ୍ରିୟ…

Read More