Author: Samir Rout

140 trillion times more water than the Earth’s oceans!କୁହାଯାଉଛି ଯେ ଏହି ମହାସାଗର ଏତେ ବିଶାଳ ଯେ ଏଥିରେ ପୃଥିବୀର ସମସ୍ତ ମହାସାଗରର ଜଳ ଠାରୁ ୧୪ ଟ୍ରିଲିୟନ (୧୪୦ ଲକ୍ଷ କୋଟି) ଗୁଣ ଅଧିକ ଜଳ ରହିଛି। କାଲିଫର୍ଣ୍ଣିଆର ପାସାଡେନାସ୍ଥିତ ନାସାର ଜେଟ୍ ପ୍ରୋପଲସନ ଲାବୋରେଟୋରିର ବୈଜ୍ଞାନିକ ମ୍ୟାଟ୍ ବ୍ରାଡଫୋର୍ଡ ଏହାକୁ ଆବିଷ୍କାର କରିଛନ୍ତି। ବ୍ରହ୍ମାଣ୍ଡ ଶେଷ ହେଉ ବା ନ ହେଉ, ଏହାର ରହସ୍ୟର ଅନ୍ତ ନାହିଁ। ନିକଟରେ ବୈଜ୍ଞାନିକମାନେ ମହାକାଶରେ ଜଳ ଭଣ୍ଡାର ଆବିଷ୍କାର କରିଛନ୍ତି। ଏହା ବ୍ରହ୍ମାଣ୍ଡରେ ମିଳୁଥିବା ସବୁଠାରୁ ବଡ଼ ‘ମହାସାଗର’ ବୋଲି ବିଶ୍ୱାସ କରାଯାଏ । ପୃଥିବୀଠାରୁ ୧୨ ବିଲିୟନ ଆଲୋକ ବର୍ଷ ଦୂର ଅର୍ଥାତ୍ ପ୍ରାୟ ୭୪ ଟ୍ରିଲିୟନ ମାଇଲ ଦୂରରେ ଥିବା କ୍ୱାସରରେ ଏହି ବିଶାଳ ଜଳ ଭଣ୍ଡାର ଦେଖିବାକୁ ମିଳିଛି । ଏହି ଜାଗା ଏକ କ୍ୱାସର ଚାରିପଟେ ଅବସ୍ଥିତ । କ୍ୱାସର ହେଉଛି ଗ୍ୟାଲେକ୍ସିରେ…

Read More