Author: Samir Rout

New Tata Sumo: ନୂଆ ଟାଟା ସୁମୋର ଡିଜାଇନ୍ ଆଧୁନିକ ଓ ଆକର୍ଷଣୀୟ। ଏହାର ମଜବୁତ ଏବଂ ବିଶାଳ ଶରୀର ଏହାକୁ ଏକ ପ୍ରକୃତ ଏସୟୁଭିର ରୂପ ପ୍ରଦାନ କରିଛି। ସାମ୍ମୁଖ ଭାଗରେ ଏକ ବଡ଼ କ୍ରୋମ୍ ଗ୍ରିଲ୍ ରହିଛି ଯାହା ଗାଡିକୁ ପ୍ରିମିୟମ୍ ଲୁକ୍ ଦେଉଛି। ଏଲଇଡି ଡେ ଟାଇମ ରନିଂ ଲାଇଟ୍ସ(ଡିଆରଏଲ) ସହ ପ୍ରୋଜେକ୍ଟର ହେଡଲ୍ଡଲ୍ୟାମ୍ପ ଏହାର ଆକର୍ଷଣକୁ ଆହୁରି ବଢ଼ାଇଥାଏ। ଟାଟା ମୋଟର୍ସ ନିଜର ଲୋକପ୍ରିୟ ଟାଟା ସୁମୋକୁ ଏକ ନୂଆ ଅବତାରରେ ଲଞ୍ଚ କରିଛି । ଏହି ନୂଆ ଟାଟା ସୁମୋ ୭ ସିଟର ଏସୟୁଭି ଭାବେ ବଜାରରେ ପ୍ରବେଶ କରିଛି, ଯାହା ଏହାର ବିଶାଳ ଆକାର ଏବଂ ଶକ୍ତିଶାଳୀ ଇଞ୍ଜିନ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ୧୨୦ ବିଏଚପି କ୍ଷମତା ବିଶିଷ୍ଟ ଏହି ନୂଆ ମଡେଲ ଏହାର ପୂର୍ବବର୍ତ୍ତୀ ମଡେଲ ତୁଳନାରେ ଅଧିକ ଶକ୍ତିଶାଳୀ ଏବଂ ଦକ୍ଷ । ଏହି ନୂଆ ଲଞ୍ଚ…

Read More