Author: Samir Rout

This family of Bollywood is richer than Kapoor-Bachchanସୁପରଷ୍ଟାର ସଲମାନ ଖାନ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଜଣେ ବଡ ବ୍ୟବସାୟୀ ମଧ୍ୟ, ସଲମାନ କେବଳ ନିଜର ସମ୍ପତ୍ତି ଦୃଷ୍ଟିରୁ ବହୁତ ଆଗରେ ଅଛନ୍ତି। ଫାଇନାନସିଆଲ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୯୦୦ କୋଟି ଟଙ୍କା, ଯାହା କି କୌଣସି ବଲିଉଡ ଷ୍ଟାରଙ୍କ ଠାରୁ ଅଧିକ। ବଲିଉଡର ସବୁଠାରୁ ଧନୀ ପରିବାର ବିଷୟରେ ଯେତେବେଳେ ବି ଚର୍ଚ୍ଚା ହୁଏ, ପ୍ରଥମେ କପୁର କିମ୍ବା ବଚ୍ଚନ ପରିବାରର ନାମ ନିଆଯାଏ । କପୁର ପରିବାର କେବଳ ବଲିଉଡକୁ ମହାନ ଅଭିନେତା ଦେଇ ନାହାନ୍ତି, ବରଂ ଏହି ପରିବାର ପିଢି ପିଢ଼ି ଧରି ଇଣ୍ଡଷ୍ଟ୍ରିରେ ନିଜର ଆଧିପତ୍ୟ ବଜାୟ ରଖିଛି । ସେହିପରି ଷ୍ଟାର ପାୱାର ଓ ସମ୍ପତ୍ତି କ୍ଷେତ୍ରରେ ବଚ୍ଚନ ପରିବାର କାହାଠାରୁ ପଛରେ ନାହାନ୍ତି। ତେବେ ବଲିଉଡର ସବୁଠାରୁ ଧନୀ ପରିବାର ହେଉଛି…

Read More