Author: Samir Rout

 A true royal drama ବରୋଦାର ମହାରାଣୀ ସୀତା ଦେବୀ, ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ଭାରତର  ୱାଲିସ ସିମ୍ପସନ କୁହାଯାଏ। ଏକଦା ସୀତା ଦେବୀ ଓ ପ୍ରକୃତ ଡଚେସ୍ ଅଫ୍ ୱିଣ୍ଡସର ୱାଲିସ ସିମ୍ପସନଙ୍କ ମଧ୍ୟରେ ସାକ୍ଷାତ ହୋଥିଲା। ସୀତା ଦେବୀଙ୍କ ତାଛଲ୍ୟରେ ୱାଲିସ ସିମ୍ପସନଙ୍କ ମୁହଁରୁ ହସ ଲିଭିଯାଇଥିଲା। ୧୯୫୭ରେ ଘଟିଥିବା ଏହି ଘଟଣା ଥିଲା ଅସଲରେ ରାଜକୀୟ ଡ୍ରାମା। ପୂର୍ବ ରାଜରାଜ୍ୟର ରାଣୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ, ସାହସ, ସେବା ଓ ସାମାଜିକ କାର୍ଯ୍ୟ ଇତ୍ୟାଦି ପାଇଁ ପ୍ରାୟତଃ ସ୍ୱତନ୍ତ୍ର ପରିଚିତ ହାସଲ କରିଥିଲେ।  କିନ୍ତୁ ବିଂଶ ଶତାବ୍ଦୀର ବ୍ରିଟିଶ ରାଜ ସମୟେର ଏଭଳି କିଛି ରାଣୀ ଥିଲେ, ଯଉଁମାନେ ନିଜର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ସୀତା ଦେବୀ ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ। ସିମ୍ପସନଙ୍କ ହାରକୁ ପାଦର ପାଉଁଜି ଭାବେ ସମ୍ବୋଧନ କରିଥିଲେ ସୀତା ଦେବୀ…

Read More