Author: Samir Rout

ନୂତନ ବୈଜ୍ଞାନିକ ଗବେଷଣାଠାରୁ ଆରମ୍ଭ କରି ପରିବେଶ ଓ ପାଣିପାଗର ପରିବର୍ତନ ଫଳରେ ଖାଦ୍ୟ ପ୍ରଭାବିତ ହୋଇଛି। ଫଳରେ ରୋଗ, ଅସୁସ୍ଥତା ବଢିଛି। ମାତ୍ର ଏକ ସୁସ୍ଥ ଜୀବନ ପାଇଁ ଉପଯୁକ୍ତ ଡାଏଟ୍‍ର ଆବଶ୍ୟକତା ରହିଛି। ୨୦୨୫କୁ ଦୃଷ୍ଟିରେ ରଖି ପୋଷଣ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ କେତେକ ଖାଦ୍ୟ ଏବଂ ପୋଷଣ ପୂର୍ବ ଅପେକ୍ଷା ଅଧିକ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟ-କେନ୍ଦ୍ରିତ ହେବ। ଆସନ୍ତା ବର୍ଷ ଆଉ କ’ଣ ଖାଇବେ ଓ କ’ଣ ପିଇବେ ସେ ବିଷୟରେ ଆପଣ ଜାଣିବା ଦରକାର। ନୂଆ ବର୍ଷ ପାଖେଇ ଆସୁଥିବା ବେଳେ ୨୦୨୫ରେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ନୂଆ ସଂକଳ୍ପ ମଧ୍ୟ ଆସିଛି। ବିଶେଷଜ୍ଞଙ୍କ ମତରେ ଭଲ ଏବଂ ନିରନ୍ତର ବ୍ୟାୟାମ ବ୍ୟତୀତ ଏପରି ଏକ ଡାଏଟ୍ ଅନୁସରଣ କରିବାର ଆବଶ୍ୟକତା ରହିଛି ଯାହା ଆପଣଙ୍କ ଶରୀର ପାଇଁ ସର୍ବୋତ୍ତମ କାମ କରିବ। ନୂଆ ବର୍ଷ ପୋଷଣରେ ତନ୍ତୁଯୁକ୍ତ…

Read More