Author: Samir Rout

Indian railways: ଭାରତୀୟ ରେଳବାଇ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ୨୦୨୨ ମସିହା ବେଳକୁ ଏହାର ମୋଟ ରୁଟ୍ ସୀମା ୬୭ ହଜାର କିଲୋମିଟରରୁ ଅଧିକ ରେକର୍ଡ କରାଯାଇଥିଲା। ଏହି ଲେଖାରେ ଆମେ ଭାରତରେ ଥିବା ବିଶ୍ୱର ସର୍ବବୃହତ ରେଳ କାରଖାନା ରେଳ କୋଚ୍ କାରଖାନା ବିଷୟରେ ଜାଣିବା । ଭାରତୀୟ ରେଳବାଇକୁ ଭାରତର ଲାଇଫ ଲାଇନ ମଧ୍ୟ କୁହାଯାଏ । ଏହା ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ହଜାର ହଜାର କିଲୋମିଟର ଅତିକ୍ରମ କରି ନିଜ ଗନ୍ତବ୍ୟସ୍ଥଳରେ ପହଂଚିଥାନ୍ତି । ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ତାଲିକାରେ ଭାରତୀୟ ରେଳ ନେଟୱାର୍କ ଚତୁର୍ଥ ସ୍ଥାନରେ ରହିଛି । ୨୦୨୨ ମସିହା ବେଳକୁ ୬୭ ହଜାର କିଲୋମିଟରରୁ ଅଧିକ ରେଳ ନେଟୱାର୍କ ରେକର୍ଡ କରାଯାଇଥିଲା । ଆପଣ ମଧ୍ୟ ଭାରତୀୟ ଟ୍ରେନରେ ଯାତ୍ରା କରିଥିବେ । ତେବେ କ’ଣ ଆପଣ ଜାଣନ୍ତି କି ଆପଣ ଯେଉଁ କୋଚ୍…

Read More