Author: Samir Rout

Indian Cricket: ଘରୋଇ କ୍ରିକେଟରୁ ଆରମ୍ଭ କରି ଆଇପିଏଲ୍ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟରେ ବଦଳୁଥିବା ଟ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରାଟ କୋହଲି ଓ ରୋହିତ ଶର୍ମା ରଣଜୀ ଟ୍ରଫି ନଖେଳିବା ନେଇ ପ୍ରଶ୍ନ ଉଠିଛି। ସୁନୀଲ ଗାଭାସ୍କର ଘରୋଇ କ୍ରିକେଟ୍ ଉପରେ ଗୁରୁତ୍ୱ ଦେବା ବିଷୟରେ କହିଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କଲେ ଟିମ୍ ଇଣ୍ଡିଆରେ ପଦାର୍ପଣ ହୋଇପାରେ, କିନ୍ତୁ ଏହା ଦ୍ୱାରା ଘରୋଇ କ୍ରିକେଟ୍ ପ୍ରତି କ୍ରିକେଟରମାନେ ମନ ବଳାଇ ନାହାନ୍ତି। ରଣଜୀ ଟ୍ରଫିକୁ ହେୟଜ୍ଞାନ ମୂଳ କାରଣ ଘରୋଇ କ୍ରିକେଟର ମହତ୍ତ୍ୱ ବୁଝୁ ନାହାନ୍ତି ଖେଳାଳି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରାଜୟ ଏକ ସମୟ ଥିଲା ଯେତେବେଳେ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଖେଳାଳିମାନଙ୍କୁ ଘରୋଇ କ୍ରିକେଟରେ ଅଗ୍ନି ପରୀକ୍ଷା ଦେଇ ଯିବାକୁ ପଡ଼ୁଥିଲା। ଫଳରେ ଖେଳାଳିଙ୍କ କ୍ରିକେଟ୍ ଦକ୍ଷତା ଦୃଢ଼ ଥିଲା। ପରିପକ୍ୱତାର ସ୍ତର ଭିନ୍ନ ଥିଲା। ଅମୋଲ ମଜୁମଦାର ଏହାର…

Read More