Author: Samir Rout

Manu Bhaker’s net worth: ଗତ  ପ୍ୟାରିସ ଅଲିମ୍ପିକ୍ ପାଇଁ ପ୍ରସ୍ତୁତି କରିବାରେ ଭାରତୀୟ ଆଥଲେଟମାନଙ୍କୁ ସାହାଯ୍ୟ କରିବା ପାଇଁ ସମର୍ପିତ ଏକ ଅଣଲାଭକାରୀ ସଂସ୍ଥା ଅଲିମ୍ପିକ୍ ଗୋଲ୍ଡ କ୍ୱେଷ୍ଟ (ଓଜିକ୍ୟୁ) ଭଳି ଅନୁଷ୍ଠାନ ମଧ୍ୟ ଆର୍ଥିକ ଯୋଗଦାନ ଦେଇଥିଲେ ଏବଂ ମନୁଙ୍କୁ ତାଙ୍କ କ୍ୟାରିୟର ଯାତ୍ରାରେ ସାହାଯ୍ୟ କରିଥିଲେ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଦୁଇଟି କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି ସୁଟର ମନୁ ଭାକର। ସେ ପ୍ରଥମ ଭାରତୀୟ ମହିଳା ଭାବେ ସୁଟିଂରେ ଅଲିମ୍ପିକ୍ ପଦକ ଜିତିଥିଲେ। ଏହି ଉଲ୍ଲେଖନୀୟ ସଫଳତା ଯେକୌଣସି ଯୁବ ଆଥଲେଟ୍ ଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଉଭା ହୋଇଛି। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ ଏବଂ ଅଳ୍ପ ବ୍ୟବଧାନରେ ରୌପ୍ୟ ପଦକ ହାତଛଡ଼ା କରିଥିଲେ। ତାଙ୍କର ଏ ପର୍ଯ୍ୟନ୍ତ ଯାତ୍ରା ପ୍ରେରଣାଦାୟକ ଥିଲା ଏବଂ ଆଗାମୀ ଇଭେଣ୍ଟରେ ସେ…

Read More