Author: Samir Rout

ଭାରତର ଏକ ଅଗ୍ରଣୀ ପମ୍ପ ଏବଂ ମୋଟର ଉତ୍ପାଦନକାରୀ କମ୍ପାନୀର ସେୟାର ୪.୪ ପ୍ରତିଶତ ବୃଦ୍ଧି ପାଇ ୧,୦୯୦ ଟଙ୍କାରେ ପହଞ୍ଚିଛି । ୨୦୨୪ ଜୁଲାଇ ପହିଲାରୁ ଇତି ମଧ୍ୟରେ ଶକ୍ତି ପମ୍ପ୍ସ (ଇଣ୍ଡିଆ) ଲିମିଟେଡ୍ ରେକର୍ଡ ୧୪୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଅର୍ଡର ହାସଲ କରିଛି । ସୋଲାର ପମ୍ପ କମ୍ପାନୀର ସେୟାର ବୃଦ୍ଧି ପାଇଛି ୪.୪% ବାର୍ଷିକ ପ୍ରାୟ ୩୧୫.୪ ପ୍ରତିଶତ ବୃଦ୍ଧି ପାଇଛି ୧୪,୬୭୯ କୋଟି ଟଙ୍କାର ମାର୍କେଟ କ୍ୟାପ ସହ ଶକ୍ତି ପମ୍ପ୍ସ (ଇଣ୍ଡିଆ) ଲିମିଟେଡର ସେୟାର ପ୍ରାୟ ୪.୧ ପ୍ରତିଶତ ବୃଦ୍ଧି ପାଇ ୧,୨୨୧.୧ ଟଙ୍କାରେ ବନ୍ଦ ହୋଇଛି। ଏହି ଷ୍ଟକ ଗୋଟିଏ ବର୍ଷରେ ପ୍ରାୟ ୬୩୭ ପ୍ରତିଶତ ମଲ୍ଟିବେଗର ରିଟର୍ଣ୍ଣ ପ୍ରଦାନ କରିଥିବା ବେଳେ ଗତ ୬ ମାସରେ ପ୍ରାୟ ୭୨.୭ ପ୍ରତିଶତ ସକାରାତ୍ମକ ରିଟର୍ଣ୍ଣ ପ୍ରଦାନ କରିଛି। ଗତ ଏକ ମାସ ମଧ୍ୟରେ ଶକ୍ତି ପମ୍ପର ସେୟାର ପ୍ରାୟ ୫୫.୫…

Read More