Author: Samir Rout

ଦୈନିକ ଆୟ(ଦରମା) ୪୮ କୋଟି ଟଙ୍କା ! gets paid Rs 48 crore a day: ସେ ସୁନ୍ଦର ପିଚାଇ ନୁହଁନ୍ତି କିମ୍ବା ସତ୍ୟ ନାଡେଲା ନୁହଁନ୍ତି। ସେ ହେଉଛନ୍ତି ଜଗଦୀପ ସିଂହ। ବିଶ୍ୱରେ ସବୁଠାରୁ ଅଧିକ ଦରମା ପାଉଥିବା ଜଣେ କର୍ମଚାରୀ। ଏହି ଭାରତୀୟ ବଂଶୋଦ୍ଭବ ତଥା ସିଇଓଙ୍କ ବାର୍ଷିକ ୧୭,୫୦୦ କୋଟି ଟଙ୍କା। ଅର୍ଥାତ ସେ ଦୈନିକ ୪୮କୋଟି ଟଙ୍କା ଦରମା ପାଆନ୍ତି। ଅଗ୍ରଣୀ ଇଲେକ୍‍ଟ୍ରିକ୍‍ ଯାନ(ଇଭି) ବ୍ୟାଟେରୀ କମ୍ପାନି କ୍ୱାଣ୍ଟମସ୍କେପ୍ ପ୍ରତିଷ୍ଠାତା ଜଗଦୀପ ସିଂହ ଦୈନିକ ୪୮ କୋଟି ଟଙ୍କା ରୋଜଗାର କରୁଛନ୍ତି, ଯାହା ଅନେକ ଜଣାଶୁଣା କମ୍ପାନିର ବାର୍ଷିକ ଆୟଠାରୁ ମଧ୍ୟ ଅଧିକ। ସମ୍ପ୍ରତି ବୈଷୟିକ ଜ୍ଞାନକୌଶଳ ଏବଂ ସ୍ୱଚ୍ଛ ଶକ୍ତି ଶିଳ୍ପ ବୃଦ୍ଧି ପାଉଥିବା ବେଳେ ଏହି ପରିବର୍ତ୍ତନ ଘଟାଇଥିବା ଅଭିନବ କମ୍ପାନିର ନେତୃବୃନ୍ଦଙ୍କ ଆୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱକୁ ସ୍ୱୀକୃତି ଦିଆଯାଉଛି ଏବଂ ପୁରସ୍କୃତ…

Read More