Author: NAZMEEN PARWEEN

ଦେଶର ସବୁଠାରୁ ବଡ଼ medical entrance examination ମଧ୍ୟରୁ ଗୋଟିଏ NEET UG 2026 କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ ହେବାର ଖବର ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଗଭୀର ଆଘାତ ଦେଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିବାଦ ନୁହେଁ। ଏହା ସେହି ପରିବାରମାନଙ୍କ କାହାଣୀ, ଯେଉଁମାନେ ବର୍ଷ ଦରି ପରିଶ୍ରମ, ତ୍ୟାଗ ଓ ଆର୍ଥିକ ସଂଘର୍ଷ ମାଧ୍ୟମରେ ନିଜ ସନ୍ତାନଙ୍କୁ ଡାକ୍ତର କରିବାର ସ୍ୱପ୍ନ ଦେଖିଥିଲେ। ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ NEET ହେଉଛି ସ୍ୱପ୍ନର ପରୀକ୍ଷା ଭାରତରେ UPSC ପରେ NEET କୁ ସବୁଠାରୁ ପ୍ରତିଷ୍ଠିତ ଓ କଠିନ ପରୀକ୍ଷା ଭାବରେ ଦେଖାଯାଏ। ଏହା କେବଳ ଏକ career exam ନୁହେଁ, ଅନେକ ପରିବାର ପାଇଁ ଏହା ସମ୍ମାନ ଓ ଭବିଷ୍ୟତର ଲଢ଼େଇ। ଗାଁରେ ଦିନମଜୁରିଆ କାମ କରୁଥିବା ବାପା ନିଜ…

Read More