Author: NAZMEEN PARWEEN

ଓଡ଼ିଶାର ବର୍ତ୍ତମାନ ରାଜନୀତିକ ପରିସ୍ଥିତିକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଗୋଟିଏ ଚର୍ଚ୍ଚା ବହୁତ ଜୋର ଧରିଛି — “ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କି ପଶ୍ଚିମବଙ୍ଗର ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଆକ୍ରମକ ପ୍ରଶାସନିକ ଶୈଳୀରୁ ଶିଖିବା ଦରକାର?” ସୋସିଆଲ ମିଡିଆ, ଚା ଦୋକାନ, ରାଜନୀତିକ ମଞ୍ଚ ଓ ସାଧାରଣ ଆଲୋଚନାରେ ଏହି ପ୍ରଶ୍ନ ଏବେ ବାରମ୍ବାର ଶୁଣିବାକୁ ମିଳୁଛି। ବଢ଼ୁଥିବା ଅପରାଧ, ଆଇନ-ଶୃଙ୍ଖଳା ନେଇ ଚିନ୍ତା ଓ ପ୍ରଶାସନର କାର୍ଯ୍ୟକ୍ଷମତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ସରକାର ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ପରିବର୍ତ୍ତନର ଆଶାରେ ଆସିଥିଲା ନୂଆ ସରକାର ବର୍ଷ ଧରି ବିଜେଡି ଶାସନ ପରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବାକୁ ଲୋକମାନେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖିଥିଲେ। ନିର୍ବାଚନ ସମୟରେ ବିଜେପି ଦୁର୍ନୀତି, ଅପରାଧ ଓ ପ୍ରଶାସନିକ ଅକ୍ଷମତା ବିରୋଧରେ କଠୋର ପଦକ୍ଷେପର ପ୍ରତିଶ୍ରୁତି ଦେଇଥିଲା। ଦଳର…

Read More