Author: NAZMEEN PARWEEN

ଭାରତୀୟ ରାଜନୀତିରେ ୨୦୦୮ ମସିହାରେ ସ୍ୱାକ୍ଷର ହୋଇଥିବା Congress–China Memorandum of Understanding (MOU) ପୁଣିଥରେ ରାଜନୀତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। କଂଗ୍ରେସ ଦଳ ଓ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି (CPC) ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ନେଇ ବର୍ଷ ଧରି ପ୍ରଶ୍ନ ଉଠୁଥିବା ବେଳେ ଆଜି ମଧ୍ୟ ଅନେକ ଦିଗ ସ୍ପଷ୍ଟ ହୋଇନାହିଁ। ବିଶେଷକରି ଜାତୀୟ ସୁରକ୍ଷା, କୂଟନୀତି ଓ ଭାରତର ଆର୍ଥିକ ନୀତି ସହ ଏହାର ସମ୍ଭାବ୍ୟ ସଂଯୋଗକୁ ନେଇ ରାଜନୀତିକ ତର୍କ ଚାଲିଛି। ୨୦୦୮ରେ ବେଜିଂରେ ହୋଇଥିଲା ଚୁକ୍ତି ୭ ଅଗଷ୍ଟ ୨୦୦୮ରେ, Beijing Olympics ଆରମ୍ଭ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ, ଚୀନ୍‌ର “Great Hall of the People” ଭିତରେ କଂଗ୍ରେସ ଓ CPC ମଧ୍ୟରେ ଏକ MOU ସ୍ୱାକ୍ଷର ହୋଇଥିଲା। ଏହି ଚୁକ୍ତିରେ ଭାରତ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ଚୀନ୍ ପକ୍ଷରୁ CPC ର International Department ମୁଖ୍ୟ ୱାଙ୍ଗ…

Read More