Author: NAZMEEN PARWEEN

କେରଳରେ କଂଗ୍ରେସ ଭିତରେ ନୂଆ ନେତୃତ୍ୱ ସମୀକରଣକୁ ନେଇ ରାଜନୀତିକ ଚର୍ଚ୍ଚା ବଢ଼ୁଛି। ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ କେରଳ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଥିବା ଚର୍ଚ୍ଚା ଏବେ ରାଜନୀତିକ ମହଳରେ ଗୁରୁତ୍ୱ ପାଉଛି। ଏହି ଚର୍ଚ୍ଚାକୁ ଆହୁରି ସେନ୍ସିଟିଭ୍ କରିଦେଇଛି ଦୁଇଟି ନାମ — ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। କେରଳ କଂଗ୍ରେସର ଭବିଷ୍ୟତ ନେତୃତ୍ୱକୁ ନେଇ ଗାନ୍ଧୀ ପରିବାର ଭିତରୁ ଭିନ୍ନ ସଙ୍କେତ ଆସୁଥିବା ନେଇ ଚର୍ଚ୍ଚା ଚାଲିଛି। କେରଳ କାହିଁକି କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ? ଦକ୍ଷିଣ ଭାରତରେ କଂଗ୍ରେସ ଯେଉଁ କେତେକ ରାଜ୍ୟରେ ଏବେ ମଧ୍ୟ ଶକ୍ତିଶାଳୀ ରହିଛି, ସେଥିରେ କେରଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ରାଜନୀତି ବର୍ଷରୁ ବର୍ଷ ଧରି ଦୁଇଟି ମୁଖ୍ୟ ମୋର୍ଚ୍ଚା ମଧ୍ୟରେ ସୀମିତ ରହିଛି — ସିପିଏମ ନେତୃତ୍ୱାଧୀନ ଏଲଡିଏଫ୍‌ ଓ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌। ଏହି କାରଣରୁ କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ…

Read More