Author: NAZMEEN PARWEEN

ପଶ୍ଚିମବଙ୍ଗ ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ। କିନ୍ତୁ ଏବେ ନିର୍ବାଚନ ପୂର୍ବରୁ ସେଠାରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ପ୍ରସିଦ୍ଧ ସାମ୍ବାଦିକା ଆରଫା ଖାନୁମ ଶେରୱାନୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା ହେଉଛି – ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ମିଶି ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ଏବଂ ଭୋଟର ତାଲିକାରେ ବଡ଼ ଧରଣର ହେରଫେର କରାଯାଉଛି। ଆରଫାଙ୍କ ଏହି ଦାବି କେତେ ସତ? ଏହା କ’ଣ କୌଣସି ଗ୍ରାଉଣ୍ଡ ରିପୋର୍ଟ ନା କେବଳ ଏକ ରାଜନୈତିକ ଏଜେଣ୍ଡା? ଆରଫା ଖାନୁମ ନିଜର ୨୦ ବର୍ଷର ସାମ୍ବାଦିକତା କ୍ୟାରିୟରର ଦ୍ୱାହି ଦେଇ କହିଛନ୍ତି ଯେ, ସେ ଆଗରୁ କେବେ ଏମିତି ଦେଖିନାହାନ୍ତି ଯେଉଁଠି ନିର୍ବାଚନ କମିଶନ ଖୋଲାଖୋଲି ଭାବେ ଗୋଟିଏ ରାଜନୈତିକ ଦଳକୁ ସାହାଯ୍ୟ କରୁଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ, ବିଜେପି ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ଲୋକଙ୍କ ନାମ କାଟି ଦେଉଛି ଏବଂ…

Read More