Author: NAZMEEN PARWEEN

ଓଡ଼ିଶାର ଜିଲ୍ଲା ପ୍ରଶାସନରେ ଏବେ ଏକ ଅଦୃଶ୍ୟ ମହାଭାରତ ଚାଲିଛି। ଗୋଟିଏ ପଟେ ରହିଛନ୍ତି ଜନପ୍ରତିନିଧି, ଯେଉଁମାନଙ୍କୁ ଜନତା ଭୋଟ ଦେଇ ନିଜର ଭାଗ୍ୟବିଧାତା ସଜାଇଛନ୍ତି। ଆଉ ଅନ୍ୟପଟେ ରହିଛନ୍ତି ଜିଲ୍ଲାପାଳ କିମ୍ବା ଆଇଏଏସ୍ କ୍ୟାଡରର ଅଫିସର, ଯେଉଁମାନଙ୍କ ହାତରେ ରହିଛି ସରକାରୀ ନିୟମ ଓ ଯୋଜନାକୁ କାର୍ଯ୍ୟକାରୀ କରିବାର ଚାବିକାଠି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ଓଡ଼ିଶାର ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ଏହି ଦୁଇଟି ଶକ୍ତି ପରସ୍ପର ସାମ୍ନାସାମ୍ନି ହୋଇ ଠିଆ ହୋଇଛନ୍ତି। କିଏ ବଡ଼? ଜନତାଙ୍କ ଦ୍ୱାରା ନିର୍ବାଚିତ ନେତା ନା ସରକାରୀ ନିର୍ଦ୍ଦେଶରେ ଚାଲୁଥିବା ଜିଲ୍ଲାପାଳ? ଏହି ପ୍ରଶ୍ନ ଆଜି ଓଡ଼ିଶାର ପ୍ରତିଟି ଜିଲ୍ଲାର ଗଳିକନ୍ଦିରେ ଆଲୋଚନାର ବିଷୟ ପାଲଟିଛି। ଆଜି ଆମେ ଏମିତି ଏକ ପ୍ରସଙ୍ଗ ଉପରୁ ପରଦା ହଟାଇବାକୁ ଯାଉଛୁ, ଯାହା ବିଷୟରେ ସବୁଠି ଚର୍ଚ୍ଚା ତ ହେଉଛି କିନ୍ତୁ ଖୋଲାଖୋଲି ଭାବେ କହିବାକୁ ସମସ୍ତେ ସଂକୋଚ କରୁଛନ୍ତି। ଓଡ଼ିଶାର…

Read More