Author: NAZMEEN PARWEEN

ଦେଶର ରାଜନୀତିରେ ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଉତ୍ତରପ୍ରଦେଶ। ଆଗାମୀ ନିର୍ବାଚନ ପାଖେଇ ଆସୁଥିବାବେଳେ ଇଣ୍ଡି ମେଣ୍ଟ ଭିତରେ ସବୁକିଛି ଠିକ୍ ଚାଲି ନାହିଁ କି? ଏହି ପ୍ରଶ୍ନ ଏବେ ରାଜନୈତିକ କରିଡରରେ ଜୋରସୋରରେ ଚର୍ଚ୍ଚା ହେଉଛି। ବିଶେଷକରି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ୍ନ ଭାଗବଣ୍ଟା ବା ସିଟ୍ସ ସେୟାରିଂକୁ ନେଇ ଯେଉଁ ଟଣାଓଟରା ଆରମ୍ଭ ହୋଇଛି, ତାହା ଏବେ ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। କଂଗ୍ରେସ ଦଳ ପକ୍ଷରୁ ୨୦୦ଟି ଆସନରେ ପ୍ରାର୍ଥୀ ଦେବା ନେଇ ଦାବି କରାଯାଉଥିବା ଚର୍ଚ୍ଚା ହେଉଥିବା ବେଳେ, ଏହା ଉପରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏକ ବଡ଼ ଏବଂ ସ୍ପଷ୍ଟ ବୟାନ ଦେଇଛନ୍ତି। ତେବେ ଅଖିଲେଶ ଯାଦବ ପ୍ରକୃତରେ କ’ଣ କହିଛନ୍ତି? ଏହି ଆସନ ବୁଝାମଣା ବିବାଦ କଂଗ୍ରେସ ଓ ଏସ୍‌ପି ମେଣ୍ଟକୁ କେତେ ପ୍ରଭାବିତ କରିବ?  ଦେଖନ୍ତୁ, ୟୁପି…

Read More