Author: NAZMEEN PARWEEN

ସିଜିମାଳି ଖଣି ପ୍ରକଳ୍ପକୁ ନେଇ ବଢ଼ୁଛି ବିବାଦ: କର୍ପୋରେଟ୍ ପ୍ରତିସ୍ପର୍ଧା ନା ଜନଆନ୍ଦୋଳନ? ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାରେ ଅବସ୍ଥିତ ସିଜିମାଳି ପାହାଡ଼କୁ ନେଇ ଏବେ ରାଜ୍ୟ ରାଜନୀତି ଓ ଶିଳ୍ପ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଆଦିବାସୀଙ୍କ ଆନ୍ଦୋଳନ ଏବେ କେବଳ ପରିବେଶ କିମ୍ବା ବିସ୍ଥାପନ ପ୍ରସଙ୍ଗରେ ସୀମିତ ରହିନାହିଁ; ବରଂ ଏହା ପଛରେ ବଡ଼ କର୍ପୋରେଟ୍ ସ୍ୱାର୍ଥ ଏବଂ ରାଜନୈତିକ ସମୀକରଣ ଥିବା ନେଇ ଚର୍ଚ୍ଚା ବଢ଼ିଛି। ପୋସ୍କୋ ଘଟଣା ସହ ହେଉଛି ତୁଳନା ରାଜନୈତିକ ମହଳରେ ଅନେକେ ସିଜିମାଳି ପ୍ରସଙ୍ଗକୁ ୨୦୦୫ ମସିହାର ପୋସ୍କୋ ପ୍ରକଳ୍ପ ବିବାଦ ସହ ତୁଳନା କରୁଛନ୍ତି। ସେତେବେଳେ ଦକ୍ଷିଣ କୋରିଆର POSCO ପାରାଦୀପରେ ପ୍ରାୟ ୫୨ ହଜାର କୋଟି ଟଙ୍କାର ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ସହ ଚୁକ୍ତି କରିଥିଲା। କିନ୍ତୁ ଦୀର୍ଘ ଆନ୍ଦୋଳନ ଓ ବିରୋଧ ପରେ…

Read More