Author: NAZMEEN PARWEEN

ପଶ୍ଚିମବଙ୍ଗରେ ‘ଡିଟେକ୍ଟ, ଡିଲିଟ୍, ଡିପୋର୍ଟ’ ନୀତିକୁ ନେଇ ତୀବ୍ର ଚର୍ଚ୍ଚା, ସୁରକ୍ଷା ଓ ରାଜନୀତି ମୁହାଁମୁହିଁ ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକୁ ନେଇ ପୁଣିଥରେ ରାଜନୀତି ତେଜ ହୋଇଛି। “ଡିଟେକ୍ଟ, ଡିଲିଟ୍, ଡିପୋର୍ଟ” ନାରାକୁ କେନ୍ଦ୍ର କରି ଏବେ ଜାତୀୟ ସୁରକ୍ଷା, ସୀମା ପରିଚାଳନା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବହିଷ୍କାର କରିବା ପାଇଁ ପଦକ୍ଷେପ ନେବାର ସୂଚନା ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଆଉ ଗରମ ହୋଇଯାଇଛି। ସୀମା ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ ଭାରତ-ବାଂଲାଦେଶ ସୀମା ଦୀର୍ଘଦିନ ଧରି ସୁରକ୍ଷା ଏଜେନ୍ସିମାନଙ୍କ ପାଇଁ ଚିନ୍ତାର ବିଷୟ ରହିଆସିଛି। ସୀମା ଦେଇ ବେଆଇନ ଅନୁପ୍ରବେଶ, ଚୋରା ଚାଲାଣ, ନକଲି ନୋଟ୍ କାରବାର ଏବଂ ସୀମାପାର ଅପରାଧକୁ ନେଇ ବର୍ଷରୁ ବର୍ଷ ଧରି ଅଭିଯୋଗ ଆସୁଛି। ସୁରକ୍ଷା…

Read More