Author: NAZMEEN PARWEEN

ଆଜିର ରାଜନୈତିକ କାହାଣୀଟି ଏମିତି ଯେ, ମୁଁ ପ୍ରଥମେ ନିଜେ ଟିକେ ହସିନିଏ, ତା’ପରେ ଆପଣମାନଙ୍କୁ ମଧ୍ୟ ହସାଇବି! କାରଣ ଭାରତୀୟ ରାଜନୀତିରେ କେତେବେଳେ କେଉଁ ନେତା କେଉଁଠି ପଶିଯାଉଛନ୍ତି ଏବଂ କେମିତି ନିଜର ବେଜ୍ଜତି କରାଇ ଫେରୁଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଭାରତର ସବୁଠାରୁ ବଡ଼ ରାଜନୈତିକ ରଣକ୍ଷେତ୍ର ଉତ୍ତର ପ୍ରଦେଶରେ। ଗତ ମେ ୨୦ ତାରିଖ ଦିନ ଉତ୍ତର ପ୍ରଦେଶ ରାଜନୀତିରେ ଏମିତି ଏକ ହାଇ-ଡ୍ରାମା ଦେଖିବାକୁ ମିଳିଲା, ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ। କଂଗ୍ରେସର ଦୁଇ ଜଣ ହେଭିୱେଟ୍ ଦଳିତ ନେତା— ଜଣେ ହେଉଛନ୍ତି ବାରାବଙ୍କିର ସାଂସଦ ତନୁଜ ପୁନିଆ ଏବଂ ଅନ୍ୟଜଣେ ହେଉଛନ୍ତି କଂଗ୍ରେସ ଅନୁସୂଚିତ ଜାତି (SC) ସେଲ୍‌ର ଜାତୀୟ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ୍ ଗୌତମ। ଏହି ଦୁଇ ଜଣ ନେତା ହଠାତ୍‌ ଚାଲି ଚାଲି ବାହାରି ପଡ଼ିଲେ ବହୁଜନ ସମାଜ ପାର୍ଟି…

Read More