Author: Sarasinee Subudhi

ଆରଟିଆଇ ଆବେଦନରୁ ଜଣାପଡିଲା ଆଧାରକୁ ନେଇ ବଡ଼ କଥା, ଭାରତରେ ନାଗରିକ ପରିଚୟ ଆଧାରକାର୍ଡରେ ହେଉଛି ବଡ ହେରାଫେରି। ଯେ ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (UIDAI) ୧୪ ବର୍ଷ ପୂର୍ବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ କେବଳ ୧.୧୫ କୋଟି ଆଧାର ନମ୍ବର ନିଷ୍କ୍ରିୟ କରିଛି, ଯାହା ଦେଶର ମୃତ୍ୟୁ ହାର ତୁଳନାରେ ବହୁତ କମ୍। ୧୪ ବର୍ଷରେ ଦେଶରେ ୧୧.୭ କୋଟି ଲୋକଙ୍କ ମୃତ୍ୟୁ ହୋଇଛି ମାତ୍ର ୧.୧୫ କୋଟି ଆଧାର ନମ୍ବର ଡିଲିଟ୍ ହେବା ଚକିତ କରିଛି। ଜାତିସଂଘ ଜନସଂଖ୍ୟା କୋଷ ଅନୁଯାୟୀ, ଜୁନ୍ ୨୦୨୫ ସୁଦ୍ଧା, ଭାରତରେ ୧୪୬.୩୯ କୋଟି ଆଧାର ଧାରକ ଅଛନ୍ତି। କାରଣ ଏପ୍ରିଲ ୨୦୨୫ ସୁଦ୍ଧା ଦେଶର ମୋଟ ଜନସଂଖ୍ୟା ୧୪୬.୩୯ କୋଟି ଥିଲା। ସେହିପରି ନାଗରିକ ପଞ୍ଜୀକରଣ ପ୍ରଣାଳୀ (CRS) ର ସରକାରୀ ତଥ୍ୟ ଦର୍ଶାଉଛି ଯେ ଭାରତରେ ୨୦୦୭ ରୁ ୨୦୧୯ ମଧ୍ୟରେ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ…

Read More