Author: Sarasinee Subudhi

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୂତିକୁ ୫ ଦିନ ବିତିଥିବାବେଳେ କେବଳ ଦୁଇ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କାହାରି ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଘଟଣାର ପ୍ରଚ୍ଛଦ ପଟରେ ଦେଖିବାକୁ ଗଲେ କେବଳ ଯେ କଲେଜ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି  ତାହା ନୁହେଁ, ସୂଚନା ଥାଇ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ସାମ୍ଭାବ୍ୟ ବିପଦକୁ ସଠିକ ଢଙ୍ଗରେ ଆକଳନ କରାଯାଇନାହିଁ । ଛାତ୍ରୀ ନିର୍ଯାତନା ନେଇ କଲେଜରେ ବଢ଼ିଚାଲିଥିବା ଅସନ୍ତୋଷ ସମ୍ପର୍କରେ ପୁଲିସ ବିଭାଗ ନିକଟରେ ସୂଚନା ଥିଲା । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ଅଧ୍ୟକ୍ଷଙ୍କ ସୂଚନା ପାଇଁ ପୁଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସହଦେବଙ୍ଖୁଟା ଥାନା ଆଇଆଇସି କଲେଜକୁ ଯାଇ କର୍ତ୍ତୃପକ୍ଷଙ୍କ ସମେତ ପୀଡ଼ିତା, ଅଭିଯୁକ୍ତ ଓ ଛାତ୍ର ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ସେତେବେଳେ ଛାତ୍ରୀ ନିର୍ଯାତନା ଘଟଣା ପୁଲିସ ନିକଟରେ ଉଜାଗର ହୋଇଥିଲା । ଘଟଣାର ତଦନ୍ତ ୫ଦିନ…

Read More