Author: Sarasinee Subudhi

ଭାରତୀୟ ସେନାକୁ ମିଳିଲା ଆଉ ଏକ ଘାତକ ଅସ୍ତ୍ର, ବଢ଼ିଲା ସେନାର ବଳ । ଯାହା ଯୋଗୁ କେବଳ ପାକିସ୍ତାନ ନୁହେଁ ବରଂ ଚାଇନାର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ୧୫ ମାସ ପରେ ଭାରତୀୟ ମାଟିରେ ଅବତରଣ କରିଛି ଘାତକ ଅସ୍ତ୍ରର AH-64E ଆପାଚି ଆଟାକ ହେଲିକପ୍ଟର। ଆପାଚେ ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ଆମେରିକାରୁ ତିନୋଟି ଆପାଚେ ଆଟାକ ହେଲିକପ୍ଟର ଭାରତ ଆସିଛି । ଏହି ହେଲିକପ୍ଟରଗୁଡ଼ିକୁ ଭାରତୀୟ ସେନାର ଏଭିଏସନ କୋର୍ପ୍ସ ନାଗପୁରରେ ମୁତୟନ କରାଯିବ। ଯାହା ପାଇଁ ଯୋଧପୁରର ନାଗତଲାଭରେ ଆପାଚି ସ୍କ୍ବାର୍ଡନ ପ୍ରସ୍ତୁତ କରାଯାଇଛି। ଏହା ସହିତ, ପାଇଲଟ ଏବଂ ଫିଲ୍ଡ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଏହାକୁ ଉଡ଼ନ୍ତା ତୋପ କୁହାଯାଏ। ଏଗୁଡ଼ିକ ବହୁତ ଭାରୀ ହେଲିକପ୍ଟର ଯାହା ଆକାଶରୁ ଶତ୍ରୁ ଉପରେ ଗୁଳି ବର୍ଷା କରେ। ଭାରତୀୟ ସେନା ଏହି ହେଲିକପ୍ଟରକୁ ବହୁତ ଦିନ ଧରି ଅପେକ୍ଷା…

Read More