Author: Sarasinee Subudhi

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ୮ମ ବେତନ କମିଶନକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଏହି ପଦକ୍ଷେପ ସେମାନଙ୍କ ଦରମା ସାରାଂଚନା ଏବଂ ପେନସନକୁ ପ୍ରଭାବିତ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମା, ପେନସନ ଏବଂ ଅନ୍ୟାନ୍ୟ ଭତ୍ତା ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ ଘୋଷଣା କରିବାକୁ ଅପେକ୍ଷା କରିଛନ୍ତି। ଲୋକସଭାରେ ଏହି ବିଷୟରେ ପ୍ରଶ୍ନୋତ୍ତର ଅଧିବେଶନ ସମୟରେ ସରକାରଙ୍କ ପକ୍ଷରୁ ସଦ୍ୟତମ ସୂଚନା ଆସିଛି। ଅର୍ଥ ମନ୍ତ୍ରଣାଳୟ ଏବେ ସୂଚନା ଦେଇଛି ଯେ କମିଶନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ପ୍ରତିରକ୍ଷା, ଗୃହ, କାର୍ମିକ ବିଭାଗ ଏବଂ ରାଜ୍ୟଗୁଡ଼ିକଠାରୁ ପରାମର୍ଶ ମଗାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ପ୍ରକ୍ରିୟା…

Read More