Author: Sarasinee Subudhi

ଋଷର କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ପାଇଁ ତିନି ଦେଶକୁ ସତର୍କତା ସୂଚନା ଜାରି ହୋଇଛି । ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଜାପାନର ଇୱାଟେ ପ୍ରିଫେକ୍ଚରର କୁଜି ବନ୍ଦରରେ ୧.୩ ମିଟର (୪.୩ ଫୁଟ) ଉଚ୍ଚତାର ଏକ ସୁନାମି ତରଙ୍ଗ ରେକର୍ଡ କରାଯାଇଛି ଏବଂ ଏହା ରିପୋର୍ଟ କରାଯାଇଛି ଯେ ତରଙ୍ଗଗୁଡ଼ିକ ଧୀରେ ଧୀରେ ବୃଦ୍ଧି ପାଉଛି। ଓପ୍ରା ୱିନଫ୍ରେଙ୍କ ଜଣେ ମୁଖପାତ୍ର କହିଛନ୍ତି ଯେ ସୁନାମି ଚେତାବନୀ ପରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସାହାଯ୍ୟ କରିବା ପାଇଁ ସେ ହାୱାଇର ମାଉଇରେ ତାଙ୍କର ବ୍ୟକ୍ତିଗତ ରାସ୍ତା ଖୋଲି ଦେଇଛନ୍ତି। ସୁନାମି ସତର୍କତା ପାଇବା ମାତ୍ରେ, ଆମେ ରାସ୍ତା ଖୋଲା ରଖିବା ନିଶ୍ଚିତ କରିବା ପାଇଁ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ଏବଂ ଫଇଏମଏ ସହିତ ଯୋଗାଯୋଗ କରିଥିଲୁ ବୋଲି ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଏବେ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ…

Read More