Author: Sarasinee Subudhi

ଭାସ୍କର ପରିଛା ମୁମ୍ବାଇର କିଙ୍ଗ ଏଡୱାର୍ଡ଼ ମେମୋରିଆଲ ମେଡିକାଲ କଲେଜର ଡାକ୍ତର ପ୍ରଫେସର ଲୋପା ମେହେଟ୍ଟା ଶରୀର ବିଜ୍ଞାନ ବିଭାଗର ମୁଖ୍ୟ ଥିଲେ। ସେ ୭୮ବର୍ଷ ବୟସରେ ଏବେ ଏକ ଲିଭିଙ୍ଗ୍ ୱିଲ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ଯେତେବେଳେ ଶରୀର ହାର ମାନିବାକୁ ଆରମ୍ଭ କରେ ଏବଂ ସୁସ୍ଥ ହେବାର କୌଣସି ସମ୍ଭାବନା ନଥାଏ, ସେତେବେଳେ କୌଣସି ଚିକିତ୍ସା କରାଯିବା ଉଚିତ୍ ନୁହେଁ। ସେତେବେଳେ କୌଣସି ଭେଣ୍ଟିଲେଟରର ଆବଶ୍ୟକତା ନଥାଏ, କୌଣସି ଟ୍ୟୁବ୍ ଖଞ୍ଜିବା ଦରକାର ପଡେନା ଏବଂ ହସ୍ପିଟାଲକୁ ଅନାବଶ୍ୟକ ଧାଇଁବା ଉଚିତ୍ ନୁହେଁ। ତାଙ୍କ ମତରେ ଓ ସେ ଏକଥା ଚାହାଁନ୍ତି ବି ଯେ ମଣିଷ ତାର ଶେଷ ମୁହୂର୍ତ୍ତଗୁଡ଼ିକ ଶାନ୍ତିରେ ବିତାଇବା ଉଚିତ୍, ଯେଉଁଠାରେ ଚିକିତ୍ସା ପାଇଁ କୌଣସି ଜିଦ୍ ନଥିବ, ବରଂ ଥିବ କିଛି ବୁଝାମଣା। ଡାକ୍ତର ଲୋପା କେବଳ ଏହି ଉଇଲ ଲେଖିଛନ୍ତି ତାହା…

Read More