Author: Sarasinee Subudhi

ବିଶ୍ଵ ଲୋକସଂଖ୍ୟାକୁ ନେଇ ରୋଚକ ପୂର୍ଣ୍ଣ ତଥ୍ୟ ଆସିଛି। ବିବରଣୀ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ଜନସଂଖ୍ୟା ବିଶିଷ୍ଟ ଦେଶ ହେଲେ ଚୀନ ଏବଂ ଭାରତ । ଉଭୟ ଦେଶ ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ବୋଲି ପୂର୍ବରୁ ବି ମାନ୍ୟତା ହାସଲ କରି ଆସିଛନ୍ତି। ଚୀନରେ ସବୁଠାରୁ ଅଧିକ ଲୋକ ବାସ କରୁଥିବା ବେଳେ ଭାରତର ସମୁଦାୟ ଜନସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ନୂଆ ଅକଳନ ଅନୁଯାୟୀ ଏହି ରେକର୍ଡ ବଦଳିବାପାଇଁ ଯାଉଛି। କିଛି ବର୍ଷ ପରେ ଜନସଂଖ୍ୟାର ଚିତ୍ରରେ ପରିବର୍ତ୍ତନ ଆସିବ। ଜାତିସଂଘର ଏକ ରିପୋର୍ଟ ମୁତାବକ ଚୀନକୁ ଖୁବ କମ ଦିନରେ ଟପିଯିବ ଭାରତ । ଅର୍ଥାତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ର ତାଲିକାରେ ଶୀର୍ଷରେ ଭାରତ ରହିବାକୁ । ମିଳିଥିବା ସୂଚନା ମୁତାବକ ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ସମୁଦାୟ ଜନସଂଖ୍ୟା ୮ ଶହ କୋଟି ଟପିବାକୁ ଯାଉଛି । ମହାଦେଶୀୟ ତଥ୍ୟକୁ…

Read More