Author: Sarasinee Subudhi

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୋବନ୍ତ ବର୍ମାଙ୍କୁ ବହିଷ୍କାର ମାମଲାରେ ତଦନ୍ତ କମିଟି ଘୋଷଣା କରାଯାଇଛି। ଏହି ମାମଲାରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି କମିଟିର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ପ୍ରତ୍ୟେକ ବିଚାରପତି ଏବଂ ଜଣେ ଆଇନ ବିଶେଷଜ୍ଞ ସାମିଲ ହେବେ। ଓମ୍ ବିର୍ଲା କହିଛନ୍ତି ଯେ କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ବିଚାରପତି ମନିନ୍ଦର ମୋହନ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଓକିଲ ବିଭି ଆଚାର୍ଯ୍ୟ ଅଛନ୍ତି। ସଦସ୍ୟଙ୍କ ନାମ ଘୋଷଣା କରିବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ସମ୍ବିଧାନର ଧାରା ୧୨୪ (୪) ଅନୁଯାୟୀ ଜଷ୍ଟିସ ଯଶୋବନ୍ତ ବର୍ମାଙ୍କୁ ହାଇକୋର୍ଟ ବିଚାରପତି ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ରହିଛି। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ଅସଦାଚରଣ ପାଇଁ ହଟାଇବା…

Read More