Author: Sarasinee Subudhi

ତ୍ରାବଣକୋରରେ ଏକ ସମୟରେ ଏଭଳି କିଛି କର ପ୍ରଚଳିତ ଥିଲା, ଯାହା ବହୁତ ବଦନାମ ଥିଲା। ସେଠାରେ ମହିଳାଙ୍କ ସ୍ତନ ଉପରେ କର ଲାଗୁ ହେଉଥିଲା । ବ୍ରେଷ୍ଟ ଟ୍ୟାକ୍ସକୁ ସେଠାକାର ଭାଷାରେ ମୁଲାକ୍କରମ କୁହାଯାଉଥିଲା, ମୁଣ୍ଡ ଉପରେ କରକୁ ତାଲାକ୍କରମ ଓ ନିଶ ଉପରେ କରକୁ ମୀଶାକରମ କୁହାଯାଉଥିଲା। ଏହାକୁ ନେଇ ଅନେକ ପ୍ରକାରର କାହାଣୀ ରହିଛି। ସାଧାରଣତଃ ଏହି ସମସ୍ତ କର ନିମ୍ନ ଜାତିର ଲୋକଙ୍କ ଉପରେ କେରଳର ତ୍ରାବଣକୋରରେ ଇଂରେଜ ଶାସନ ପୂର୍ବରୁ ଲାଗୁ ହେଉଥିଲା। ଏଗୁଡ଼ିକୁ ହଟାଇବାର ଶ୍ରେୟ ବହୁତାଂଶରେ ବ୍ରିଟିଶ ଶାସନକୁ ଦିଆଯାଏ। ଭାରତର ସ୍ୱାଧୀନତା ପୂର୍ବରୁ ତ୍ରାବଣକୋର ଏକ ସମୃଦ୍ଧ ରିଆସତ ଥିଲା। ବର୍ତ୍ତମାନ ଏହା କେରଳ ରାଜ୍ୟର ଏକ ଅଂଶ। ଉନବିଂଶ ଶତାବ୍ଦୀରେ ଏହି ରାଜ୍ୟରେ ଉଚ୍ଚ ଓ ନିମ୍ନ ଜାତି ମଧ୍ୟରେ ବଡ଼ ବ୍ୟବଧାନ ଥିଲା। ନିମ୍ନ ଜାତି ଉପରେ, ଏପରି କର ଲଗାଯାଇଥିଲା, ଯାହା ଅଜଣା ଓ ଅମାନବୀୟ…

Read More