Author: Sarasinee Subudhi

ରାଜ୍ୟରେ ଏବେ ବଢ଼ିପାରେ ପଞ୍ଚାୟତ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ମୋଟ ପଞ୍ଚାୟତ ସଂଖ୍ୟା ୬,୭୯୪ ଅଛି। ଆଉ ଏବେ ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଯାହାକୁ ନେଇ ଖୁବ୍‍ଶୀଘ୍ର ଆରମ୍ଭ ହେବ ସର୍ଭେ। ଆଉ ଏବେଠୁ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। କିଏ କେଉଁ ପଞ୍ଚାୟତରେ ରହିବେ ତା’ର ଠିକଣା ନାହିଁ। କିନ୍ତୁ ସର୍ଭେ ହିସାବରେ ନୂଆ ପଞ୍ଚାୟତ ଗଠନ ହେଲେ ପ୍ରାୟ ସବୁ ପଞ୍ଚାୟତର ରୂପରେଖ ବଦଳିବ। ଫଳରେ ଅଧିକାଂଶ ପଞ୍ଚାୟତରେ ଦବଦବା ରଖୁଥିବା ନେତାଙ୍କ ହାତରୁ ହୁଏତ ସେମାନଙ୍କ ପ୍ରିୟ ୱାର୍ଡ ଖସିଯିବ। ଆଉ ସେ ଅଞ୍ଚଳରେ ନୂଆ ନେତା ସୃଷ୍ଟି ହେବେ। ତେବେ ଏତେ ସବୁ ଭିତରେ କାହାର ଅଧିକ ଲାଭ ହେବ ଆଉ କିଏ କ୍ଷତି ସହିବ? କଥାରେ ଅଛି ମୂଳୁ ମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କଳି। ଏ ଉକ୍ତିଟି ପୁରା ଫିଟ୍‍ ବସୁଛି ଆଜିର ରାଜନୀତିକୁ…

Read More