Author: Sarasinee Subudhi

ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଜଣେ ବ୍ୟକ୍ତିଙ୍କ ହାରାହାରି ବାର୍ଷିକ ଆୟ ୧ ଲକ୍ଷ ୧୪ ହଜାର ୭୧୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଦଶ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୪-୧୫ରେ ଏହି ଆଙ୍କଡ଼ା ୭୨,୮୦୫ ଟଙ୍କା ଥିଲା। ଯେତେବେଳେ ଆମେ ଚିନ୍ତା କରୁଛୁ ଯେ ଭାରତରେ କିଏ ସବୁଠାରୁ ଧନୀ କିମ୍ବା କେଉଁଠାରେ ଲୋକେ ସବୁଠାରୁ ଅଧିକ ରୋଜଗାର କରୁଛନ୍ତି, ତେବେ ଆମ ମନରେ ପ୍ରାୟତଃ ଦିଲ୍ଲୀ, ମୁମ୍ବାଇ କିମ୍ବା ଗୁଜରାଟ ଭଳି ରାଜ୍ୟମାନଙ୍କର ନାମ ଆସେ। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଜଣେ ବ୍ୟକ୍ତିଙ୍କ ହାରାହାରି ବାର୍ଷିକ ଆୟ ୧ ଲକ୍ଷ ୧୪ ହଜାର ୭୧୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଦଶ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୪-୧୫ରେ ଏହା ୭୨,୮୦୫ ଟଙ୍କା ଥିଲା। ଅର୍ଥାତ୍ ଗତ ୧୦ ବର୍ଷରେ ପ୍ରତ୍ୟେକ ଭାରତୀୟଙ୍କ ହାରାହାରି ଆୟରେ ୪୧,୯୦୫ ଟଙ୍କାର ବୃଦ୍ଧି…

Read More