Author: TRUPTIMAYEE SAHOO

ଦେଶରେ ଏଲପିଜି ସଙ୍କଟ ମଧ୍ୟରେ ଚାଲିଛି ଜୋରଦାର କଳାବଜାରୀ | ଆକ୍ସନ ମୋଡ୍ ରେ ଲକ୍ଷ୍ନୌ ପୋଲିସ | ତେବେ ସରକାରୀ ନିର୍ଦେଶ ଅନୁଯାୟୀ ଏସବୁ ନେଇ ଜାଲିଆତି କରିବା ଲୋକଙ୍କ ଉପରେ କଡା ନଜର ରଖିଥିଲା ପ୍ରଶାସନ | ତେବେ ଯାଞ୍ଚ ପାଇଁ ପ୍ରବର୍ତ୍ତନ ଦଳଗୁଡ଼ିକ ୧୪୮୩ଟି ସ୍ଥାନରେ ଚଢାଉ କରିଥିଲେ | ଏଲପିଜି ବିତରକଙ୍କ ବିରୁଦ୍ଧରେ ୪ଟି ଏଫଆଇଆର(FIR) ପଞ୍ଜିକୃତ କରାଯାଇଥିଲା | ଯେତେବେଳେକି କଳାବଜାରୀରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ୨୦ ଜଣଙ୍କ ନାଁରେ ମଧ୍ୟ ପଞ୍ଜିକୃତ ହୋଇଛି ଅଭିଯୋଗ | ଏହା ସହ ବାକି ୬ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ପୋଲିସ | ଜିଲ୍ଲା ପ୍ରଶାସନ ସହିତ ଶୁକ୍ରବାର ଏହି ଚଢାଉଟି କରାଯାଇଥିଲା। FIRs registered ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଅଭିଯାନର ଏକ ଅଂଶ ଭାବରେ, ୨୪ଟି ଏଫଆଇଆର ପଞ୍ଜିକୃତ…

Read More