Author: TRUPTIMAYEE SAHOO

ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରୁ ରିପୋର୍ଟ ହୋଇଥିବା ତ୍ରିପଲ୍ ହତ୍ୟା ମାମଲାର ଧରାପଡ଼ିଚି ଅଭିଯୁକ୍ତ | ଖୋଜାଖୋଜି କରାଯାଇ ନିଜ ହେପାଜତକୁ ନେଇଛି ପୋଲିସ | ରମେଶ ଗରିଆ ନାମକ ଅଭିଯୁକ୍ତ ତାଙ୍କ ପରିବାରର ତିନି ଜଣ ସଦସ୍ୟ, ତାଙ୍କ ସ୍ତ୍ରୀ, ପୁତ୍ରବଧୂ ଏବଂ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲା । ରିପୋର୍ଟ ଅନୁଯାୟୀ, ପରେ ତାଙ୍କୁ ଗାଁର ଏକ ପାଣି ଟାଙ୍କି ଉପରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା | ଯାହା ଫଳରେ ପୋଲିସ, ଅଗ୍ନିଶମ ସେବା କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକ ସମନ୍ୱିତ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଲୁଚି ରହିଥିବା ଜଣାପଡ଼ିଲା ରିପୋର୍ଟ ଅନୁଯାୟୀ, ଗାଁ ଲୋକେ ପ୍ରଥମେ ଅଭିଯୁକ୍ତଙ୍କୁ ଗାଁର ପାଣି ଟାଙ୍କି ଉପରେ ଦେଖିଥିଲେ | ତାଙ୍କୁ ଖସି ନ ଯିବା ପାଇଁ ତୁରନ୍ତ ଅଞ୍ଚଳକୁ ଘେରି ଯାଇଥିଲେ । ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳ…

Read More